ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ବିରୋଧରେ ଯୁଦ୍ଧ କରି ବିଜୟୀ ହେଉଛନ୍ତି ଜଣେ ପରେ ଜଣେ ବୟୋଜ୍ୟେଷ୍ଠ ନାଗରିକ। ସମ କୋଭିଡ ହସ୍ପିଟାଲରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ସହିଦନଗର ଅଞ୍ଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ' ୯

କରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ଅନ୍ନପୂର୍ଣ୍ଣା

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭୀତ। ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍‌ ହସ୍ପିଟାଲ୍‌ରୁ

ଆର୍‌ଟିପିସିଆର୍ ଟେଷ୍ଟ ପାଇଁ ୨୦କୋଟି

ଭୁବନେଶ୍ବର: ରାଜ୍ୟର ୧୬ଟି ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ

ଜ୍ବଳାନ୍ତକ ରୋଗ ବା ରାବିସ୍ କେତେ ଭୟଙ୍କର?

ଏହି ରୋଗ ମୁଖ୍ୟତଃ ରୋଗଗ୍ରସ୍ତ ପଶୁ ଦ୍ବାରା କାମୁଡା ହେଲେ ମନୁଷ୍ୟକୁ ହୋଇଥାଏ। ପ୍ରାୟତ। ୯୫% କ୍ଷେତ୍ରରେ ବୁଲା କୁକୁରମାନେ ଏହି ରୋଗର ବାହକ ହୋଇଥାନ୍ତି। ଏହା ବିଲୁଆ,ଗଧିଆ,ବିଲେଇ,ନେଉଳ ଆଦିମାନଙ୍କ ଦ୍ବାରା ବ୍ରସାରିତ ହୋଇଥାଏ। ଏହା ଏକ ତୀବ୍ର ସଂକ୍ରାମକ ରୋଗ ଅଟେ ଯାହା

ବୃତ୍ତିଗତଙ୍କ ପାଇଁ ଚିନ୍ତା ସ୍ପଣ୍ଡିଲାଇସିସ୍

ଭୁବନେଶ୍ବର: ହାଡ ଓ ଗଣ୍ଠିକୁ ନେଇ ଶରୀରରେ ରୋଗ ଯେ କିଛି କମ୍‍ ଥାଏ ତା ନୁହେଁ। କେତେବେଳେ କ୍ଷତ ଯୋଗୁଁ ବ୍ୟକ୍ତି କଷ୍ଟ ପାଏ ତ ଆଉ କେତେବେଳେ ଉପରକୁ କିଛି ଜଣା ନ ପଡୁଥିଲେ ହେଁ ରୋଗୀ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥାଏ। ଏଇ ଯେମିତି ସ୍ପଣ୍ଡିଲାଇସିସ୍ । ବେକ ଓ ମେରୁଦଣ୍ଡ ସନ୍ନିକଟ ପଛ ପାଖରେ

କେତେ ଉପକାରୀ ତୁଳସୀ ପତ୍ର

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହୁଅନ୍ତୁ ଶ୍ରୀକୃଷ୍ଣ,ସମସ୍ତଙ୍କର ଅତି ପ୍ରିୟ ତୁଳସୀ। ଠାକୁରଙ୍କ ଲାଗି ସେଥିପାଇଁ ନିର୍ଦ୍ଦିଷ୍ଟ ସେବା ଖଞ୍ଜା ଯାଇଛି ଏହି ତୁଳସୀକୁ ନେଇ। କେବଳ ସେତିକି ନୁହେଁ, ତୁଳସୀକୁ ନେଇ ଶାସ୍ତ୍ର ପୁରାଣରେ ମଧ୍ୟ ଅନେକ ଲଲ୍ଳେଖନୀୟ କଥା ଦର୍ଶାଯାଇଛି। ଆଉ ଏମିତିରେ ବି

ଘାତକ ହୋଇପାରେ ହାଡ଼ଫୁଟି ବା ଚିକେନ୍ ପକ୍ସ

ଭୁବନେଶ୍ବର: ହାଡ଼ଫୁଟି ବା ଚିକେନ୍‍ ପକ୍ସ ଏକ ସଂକ୍ରାମକ ରୋଗ ଅଟେ। ଏହା ପ୍ରାୟତଃ ଶିଶୁମାନଙ୍କ ଠାରେ ଦେଖାଦେଇଥାଏ। ଯୁବକ ଓ ବୟସ୍କମାନଙ୍କୁ ମଧ୍ୟ ହୋଇଥା। ହେଲେ ଯୁବକ ଓ ବୟସ୍କମାନଙ୍କୁ ଏହି ରୋଗ ହେଲେ ଏହା ମାରାତ୍ମକ ହୋଇପାରେ। ଏହି ରୋଗ ମୁଖ୍ୟତଃ ଭାରିସେଲା ଜୋଷ୍ଟର ନାମକ ଭାଇରସ

ଓପନ୍ ହାର୍ଟ ସର୍ଜରି ପାଇଁ ବାଟ ଖୋଲିଲେ

ଭୁବନେଶ୍ବର: କଟକ ଶ୍ରୀରାଚମନ୍ଦ୍ରଭଂଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମ୍ସ ପ୍ଲସ ଅନୁଷ୍ଠାନ କରିବା ଲାଗି ନକ୍ସା ଆଙ୍କିଥିବା ବେଳେ ଅତି ବ୍ୟୟବହୁଳ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟ ଆଗ ଆରମ୍ଭ କରିବା ଉପରେ ବିଧାନସଭା କମିଟି ଜୋର ଦେଇଛି। କଟକ ଶ୍ରୀରାମଚନ୍ଦ୍ର ଭଂଜ

ଶିଶୁ ଓ ବୟସ୍କଙ୍କ ପାଇଁ ନିମୋନିଆ ବିପଦ

ଅନିୟମିତ ମୈାସୁମୀ ଏବଂ ବାରମ୍ୱାର ପାଗ ପରିବର୍ତ୍ତନ ଛୋଟ ପିଲାଙ୍କ ଶ୍ୱସନ ତନ୍ତ୍ରରେ ଭୀଷଣ ବିଶୃଙ୍ଖଳା ସୃଷ୍ଟି କରେ । ୫ବର୍ଷ ବୟସରୁ କମ୍‍ ଶିଶୁମାନେ ଥଣ୍ଡା,କାଶ ଓ ଭୂତାଣୁ ସଂକ୍ରମଣର ଶିକାର ହୋଇଥାନ୍ତି । ଶ୍ୱସନ ତନ୍ତ୍ରର ପ୍ରଥମ ଭାଗରେ ଭୂତାଣୁ ବା ଇନ୍‍ଫ୍ଲୁଏନ୍‍ଜା ସଂକ୍ରମଣ ହେଲେ ପିଲା

ଘିକୁଆଁରିର ଔଷଧୀୟ ଗୁଣ

ଘିକୁଆଁରି ଏକ ମାଂସାଳ ପତ୍ରଧାରୀ ଗୁଳ୍ମ । ଏହି ଗଛର ମୂଳରୁ ମାଂସାଳ ପତ୍ର ସବୁ ବାହାରି ଥାଏ । ରୋଗ ଉପଶମ ପାଇଁ ଏହା ଅବ୍ୟର୍ଥ ଔଷଧ ଅଟେ । ମୁଣ୍ଡ ବ୍ୟଥା- ଏହି ପତ୍ରରେ ଥିବା ଲାଳୁଅା ରସକୁ ମୁଣ୍ଡରେ ଘସିଲେ ମୁଣ୍ଡ ଗରମ,ମୁଣ୍ଡରୁ ହୁଳା ବାହାରିବା,ମୁଣ୍ଡ ବୁଲାଇ ହେବା ସମସ୍ତ ବିକାର ଅବସାନ