Monthly Archives

June 2019

ଡାକ୍ତରଖାନା ପରେ ମେଡିକାଲ କଲେଜ

ରୋଗୀସେବା ସୁବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଲେ ମନ୍ତ୍ରୀ୭ମେଡିକାଲ କଲେଜର ଅଧକ୍ଷ ଓ ଅଧୀକ୍ଷକଙ୍କ ସହ ଆଲୋଚନା ଭୁବନେଶ୍ୱର: ସିଡିଏମଓ ସମ୍ମିଳନୀରେ ଡାକ୍ତରଖାନା ସ୍ଥିତି ସୁଧାରିବା ପାଇଁ ତନାଘନା କରିବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନଜର ମେଡିକାଲ କଲେଜ ଉପରେ ପଡିଛି।

ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବଢିବ

ସିଡିଏମ୍‍ଓ ସମ୍ମିଳନୀ ଶେଷଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣାସିଡିଏମ୍‍ଓମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଭୁବନେଶ୍ୱର: ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ ।

ଭିଜନ୍ -୨୦୨୫ ଖୁବ୍ ଶୀଘ୍ର ,୧୦୦ ଦିନ ପାଇଁ ଯୋଜନା

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱର: ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ରବର୍ତନ ସହିତ ଖୁବ ଶୀଘ୍ର ଭିଜନ୍ - ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଏମ୍ସ ଭୁବନେଶ୍ବର- ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଉ ପାଦେ ଆଗେଇଲା ଓଡ଼ିଶାଘରୋଇ ଡାକ୍ତରଖାନାଗୁଡିକ ରିପୋର୍ଟ ମାଗିଵେ ସରକାର ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର

କେତେ ବିପଜ୍ଜନକ ମହିଳାଙ୍କ ଅର୍ଥରାଇଟିସ୍‍

ଡାକ୍ତର ଜୟନ୍ତ କୁମାର ପଣ୍ଡା ସାଧାରଣ ଜୀବନର ତେଲ ଲୁଣ ସଂସାର ଭିତରେ ମହିଳାମାନଙ୍କ ଉପରେ ଅତ୍ୟଧିକ ଶାରୀରିକ ପରିଶ୍ରମ ପଡିଥାଏ । ମୁହଁ ଅନ୍ଧାରରୁ ବାଡି ପାଇଟି ଠାରୁ ଅର୍ଦ୍ଧରାତ୍ର ଯାଏ ସେମାନେ ସର୍ବଦା ବ୍ୟସ୍ତ ରହିବା ସହ ବିଶ୍ରାମର ଅଭାବ,ପୁଷ୍ଟିକର ଖାଦ୍ୟ ନଖାଇବା ତଥା ସାମାନ୍ୟ ଛୋଟ

ଲୋକଙ୍କୁ ସଚେତନ ପାଇଁ ବାହାରିଲା ସ୍ୱାସ୍ଥ୍ୟ ରଥ

୩ ମାସ ଧରି ବର୍ଷାଦିନିଆ ରୋଗସଂପର୍କରେ ଚାଲିବ ସଚେତନତା ଏନ୍ସେଫାଲାଇଟସ୍ ରୋଗ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର:ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି ।

ଅଳ୍ପ ବୟସ ବିବାହ ଓ ମାତୃତ୍ୱ ଏକ ସାମାଜିକ ସମସ୍ୟା

ଡ଼ଃ ସରୋଜିନୀ ଷଡ଼ଙ୍ଗୀ ପୁରୁଷ ଭଳି ନାରୀର ମଧ୍ୟ ସନ୍ତାନ ଜନ୍ମକୁ ନିୟନ୍ତ୍ରଣ କରିବାର ମୌଳିକ ଅଧିକାର ରହିଛି, ସନ୍ତାନ ଜନ୍ମ ତଥା ପରିବାର ନିୟନ୍ତ୍ରଣର ଉଚ୍ଚତମ ପର୍ଯ୍ୟାୟରେ ପହଞ୍ôଚବାକୁ ହେଲେ ନାରୀର ଏ ବିଷୟରେ ସଂପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ, ଏବଂ ସେ କେତେ ବ୍ୟବଧାନରେ କେତୋଟି ଏକା

ପୁଣି ଜୀବନ୍ତ ହେବ ମସ୍ତିଷ୍କର ସ୍ନାୟୁକୋଷ

ପ୍ରଫେସର ଡ.ରମାରମଣ ଷଢ଼ଙ୍ଗୀ ବାର୍ଦ୍ଧକ୍ୟ ଅଭିଶାପ ନୁହେଁ ଅାର୍ଶୀବାଦ । ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଜ୍ଞାନର ସୁନ୍ଦର ପରଟିଏ ଖଞ୍ଜି ହୋଇଯାଏ ମଣିଷ ଦେହରେଏବଂ ବୟସ୍କ ବ୍ୟକ୍ତି ବାଣ୍ଟିପାରେ ସମସ୍ତଙ୍କୁ ନିଜ ବୁଦ୍ଧିଦୀପ୍ତ ଅନୁଭବ । ସେଥିପାଇଁ ତ ଅଜା,ଅାC,ଜେଜେ ମା,ଜେଜେ ବାପା ତଥା

କେତେ ବିପଜ୍ଜନକ ମହିଳାଙ୍କ ଅର୍ଶରୋଗ

ଡାକ୍ତର ବିରଞ୍ଚି ନାରାୟଣ ମଲ୍ଲିକ ସାଧାରଣତଃ ମହିଳାମାନେ ଅଧିକ ତେଲ ମସଲା,ଖଟାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଅାନ୍ତି । ଏହି ଖାଦ୍ୟ ଅଧିକ ଖାଉଥିବାରୁ ମହିଳାମାନେ ଅର୍ଶ ରୋଗର ସମ୍ମୁଖୀନ ହେଉଛନ୍ତି । ଆଜିକାଲିର କର୍ମଜୀବୀ ମହିଳା ଅଫିସରୁ ଘରକୁ ଫେରିବା ପରେ ରୋଷେଇ ନ କରି ବାହାରୁ

ବିଭାଗ ସଜାଡିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତନାଘନା

ଶହେ ଦିନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟର ତାଲିକା ମାଗିଲେ ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା (ଇ-ଏଚ୍‍ଏମ୍‍ଏସ୍‍) କାର୍ଯ୍ୟକାରୀ ଲାଗି ଭିତ୍ତିଭୂମି ପ୍ରସ୍ତୁତ ସହିତ ଏଥିପାଇଁ ବଶ୍ୟକ ପଡୁଥିବା ଅର୍ଥ ଓ