ପିଲା ଔଷଧ ଖାଉଥିଲେ
ଡାକ୍ତର ଜ୍ୟୋତିରଂଜନ ଚମ୍ପତିରାୟ
ପିଲାଟିର ଦେହ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖୁଆଇବାକୁ ପଡିଥାଏ । ପିଲାମାନେ ଔଷଧ ଖଇବା ସମୟରେ ଅନେକ ସତର୍କତା ପିତାମାତା କିମ୍ୱା ଔଷଧ ଖୁଆଉଥିବା ପରିବାର ଲୋକଙ୍କ ମାନିବା ଉଚିତ । ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ସମୟରେ ଭଲଭାବରେ!-->!-->!-->…