Daily Archives

June 6, 2019

ହର୍ଷବର୍ଧନଙ୍କ ଆୟୁଷ୍ମାନ ବଟିକା

ସୁବିଧା ଓ ସହାୟତାର ହାତ ବଢାଇଲା କେନ୍ଦ୍ରଟିମ୍‍ ପଠାଇଲେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବୀନଙ୍କ ସହ କଥା ହେଲେ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରୁ କେଉଁଠି ଭଲ । ଏଭଳି ଏକ ପ୍ରସଙ୍ଗ ସାଧାରଣ ନିର୍ବାଚନ ପୂର୍ବରୁ

ଆମବାତ, କେତେ ବିପଜ୍ଜନକ

ଡାକ୍ତର ଚିତ୍ତରଂଜନ ବେହେରା ଛଅ ସପ୍ତାହରୁ ଅଧିକ ସମୟ ଧରି ଶରୀରର ବିଭିନ୍ନ ଗଣ୍ଠି ବା ଅସ୍ଥିରେ ପୀଡା, ଜଡତା ଓ ଫୁଲା ଲାଗି ରହିଲେ ବାତ ରୋଗ ହୋଇଛି ବୋଲି ଜାଣିବାକୁ ପଡିଥାଏ । ଏହି ରୋଗର ପ୍ରଥମାବସ୍ଥାରେ ସକାଳୁ ହାତ ଓ ପାଦର ସନ୍ଧି ସ୍ଥାନ ଗୁଡିକରେ ବେଦନା ହେବା ସହିତ ଫୁଲା ମଧ୍ୟ

କେଉଁ ମାଛ କେତେ ଉପକାରୀ

ଡାକ୍ତର ରଙ୍ଗନାଥ ଦାଶ ଆର୍ୟୁବେଦ ଚିକିତ୍ସା ଶାସ୍ତ୍ର ଅନୁସାରେ କେଉଁ ଖାଦ୍ୟ ଖାଇଲେ, ତାର କି ଉପକାର ମିଳିଥାଏ, ତାହା ରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ବଜାରରେ ଅତି ସହଜରେ ଉପଲବ୍ଧ ହେଉଥିବା ମାଛ, ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ

ମୁକାବିଲା ଲାଗି ହାତ ମିଳାଇଲେ

ପଞ୍ଚାୟତ, ବିଦ୍ୟାଳୟ, ଶିଳ୍ପ ସଂସ୍ଥାକୁ ସତର୍କ ସୂଚନାପାଠପଢା ବେଳେ ପିଲାଙ୍କୁ ସଚେତନ କରାଯିବପଞ୍ଚାୟତ ପ୍ରତିନିଧିଙ୍କୁ ବି ସାମିଲ କରିବେ ସରକାର ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍‍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନ