ଲୋକଙ୍କୁ ସଚେତନ ପାଇଁ ବାହାରିଲା ସ୍ୱାସ୍ଥ୍ୟ ରଥ
୩ ମାସ ଧରି ବର୍ଷାଦିନିଆ ରୋଗସଂପର୍କରେ ଚାଲିବ ସଚେତନତା ଏନ୍ସେଫାଲାଇଟସ୍ ରୋଗ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ
ଭୁବନେଶ୍ୱର:ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି ।!-->!-->!-->…