କେତେ ବିପଜ୍ଜନକ ମହିଳାଙ୍କ ଅର୍ଶରୋଗ
ଡାକ୍ତର ବିରଞ୍ଚି ନାରାୟଣ ମଲ୍ଲିକ
ସାଧାରଣତଃ ମହିଳାମାନେ ଅଧିକ ତେଲ ମସଲା,ଖଟାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଅାନ୍ତି । ଏହି ଖାଦ୍ୟ ଅଧିକ ଖାଉଥିବାରୁ ମହିଳାମାନେ ଅର୍ଶ ରୋଗର ସମ୍ମୁଖୀନ ହେଉଛନ୍ତି । ଆଜିକାଲିର କର୍ମଜୀବୀ ମହିଳା ଅଫିସରୁ ଘରକୁ ଫେରିବା ପରେ ରୋଷେଇ ନ କରି ବାହାରୁ!-->!-->!-->!-->!-->…