ବିଭାଗ ସଜାଡିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତନାଘନା
ଶହେ ଦିନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟର ତାଲିକା ମାଗିଲେ
ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା (ଇ-ଏଚ୍ଏମ୍ଏସ୍) କାର୍ଯ୍ୟକାରୀ ଲାଗି ଭିତ୍ତିଭୂମି ପ୍ରସ୍ତୁତ ସହିତ ଏଥିପାଇଁ ବଶ୍ୟକ ପଡୁଥିବା ଅର୍ଥ ଓ!-->!-->!-->…