କେଉଁ ମାଛ କେତେ ଉପକାରୀ
ଡାକ୍ତର ରଙ୍ଗନାଥ ଦାଶ
ଆର୍ୟୁବେଦ ଚିକିତ୍ସା ଶାସ୍ତ୍ର ଅନୁସାରେ କେଉଁ ଖାଦ୍ୟ ଖାଇଲେ, ତାର କି ଉପକାର ମିଳିଥାଏ, ତାହା ରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ବଜାରରେ ଅତି ସହଜରେ ଉପଲବ୍ଧ ହେଉଥିବା ମାଛ, ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ!-->!-->!-->…