Yearly Archives

2019

କ୍ୟାନସର ହସ୍ପିଟାଲ ପାଇଁ ଚଳିତ ମାସ ଶେଷସୁଦ୍ଧା ଟାଟା ଟ୍ରଷ୍ଟକୁ ଜମି

ଭୁବନେଶ୍ୱର: ବାରଙ୍ଗ ଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପାଇଁ ଆବଶ୍ୟକ ପଡୁଥିବା ଜମି ଚଳିତମାସ ଶେଷ ସୁଦ୍ଧା ଟାଟା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବା । କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ହସ୍ପିଟାଲ ନିକଟକୁ ମାସକ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ଏହି

ବାଲ୍ୟାବସ୍ଥାରୁ ଶିଶୁ ଅସମର୍ଥ ଜଣାପଡୁଛି କି?

ଜାଣନ୍ତୁ ପ୍ରମସ୍ତିଷ୍କାଘାତ ସେରେବ୍ରାଲ ପାଲ୍‍ସି କାହିକି ହୁଏ?ଡାକ୍ତର ମୁରାରିମୋହନ ଦାଶ ସୁସ୍ଥ ଶରୀର ଓ ମନ ଆମେ ସମସ୍ତେ ଚାହୁଁ । କିନ୍ତୁ କିଛି ଲୋକ ସେଥିରୁ ବଞ୍ଚିତ ହୋଇଥାନ୍ତି । ଶିଶୁମାନେ ମଧ୍ୟ ସେଥିରୁ ବାଦ୍‍ ପଡିନଥାନ୍ତି । ଯେଉଁ ପିଲାମାନେ ପ୍ରମସ୍ତିଷ୍କାଘାତ ରୋଗରେ ଆକ୍ରାନ୍ତ

ଅଗଷ୍ଟ ୮ରେ କୋଟିଏ ୪୨ଲକ୍ଷରୁ ଅଧିକ ପିଲାଙ୍କୁ କୃମି ଔଷଧ

ଭୁବନେଶ୍ୱର, ୧୨/୭: ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ

ପରିବାର ନିୟୋଜନରେ ସଫଳତା : ଜାତୀୟ ହାର ଠାରୁ ଓଡ଼ିଶା ଆଗରେ

ଭୁବନେଶ୍ୱର: ସମଗ୍ର ଦେଶରେ ଦମ୍ପତ୍ତି ପିଛା ହାରାହାରି ସନ୍ତାନ ସଂଖ୍ୟା (ଟୋଟାଲ ଫର୍ଟିଲିଟି ରେଟ୍‍) ୨.୨ ରହିଥିବାବେଳେ ସଫଳ ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଗୁଁ ଆମ ରାଜ୍ୟରେ ତାହା ୧.୯ ରେ ପହଞ୍ଚି ପାରିଛି । ସେହିଭଳି ପରିବାର ନିୟୋଜନର ଆବଶ୍ୟକତା ଓଡିଶାରେ ୧୬ ପ୍ରତିଶତରୁ ହ୍ରାସ ପାଇ

ଅବସାଦ ଦୂର କରିବ ଯୋଗ

ଚିନ୍ତାଗସ୍ତ ରହିବା ଏକ ସାଧାରଣ କଥା । ଅଧିକ ଚନ୍ତାଗସ୍ତ ରହୁଥିବା ବ୍ୟକ୍ତି ବ୍ୟବହାରରେ ପରିବର୍ତ୍ତନ ଅାସିବା ଲକ୍ଷ୍ୟ କରାଯାଇଥାଏ । ଧିରେ ଧିରେ ସେମାନେ ଚିଡିଚିଡା ସ୍ୱଭାବର ହୋଇଯାଅାନ୍ତି । ଶେଷରେ ଏହି ଅବସାଦରୁ ମୁକୁଳିବା ପାଇଁ ନିଶା ସେବନ କରିବା ପାଇଁ ପଛେଇ ନ ଥାନ୍ତି । ମାତ୍ର

ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି

ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନି ହେବେ କଳା ତାଳିକାଭୁକ୍ତ ସୁନେତ୍ର ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ, ସବୁ ଜିଲ୍ଲାରେ ହେବ ଭ୍ରାମ୍ୟମାଣ ଚିକିତ୍ସାଗାଡି ଆଉ ୧୦ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ନିଷ୍ପତ୍ତି ଭୁବନେଶ୍ୱର: ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର

ଯନ୍ତ୍ରଣାର ନାମ ହେପାଟାଇଟସ୍‍-ବି

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ସମ୍ପ୍ରତି ହେପାଟାଇଟସ୍‍-ବି ସମସ୍ତଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଏହି ସଂକ୍ରାମକ ରୋଗଟି ହେପାଟାଇଟସ୍‍-ବି ନାମକ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଣିଷର ଯକୃତର କୋଷିକା ନଷ୍ଟ ହେବା

ଡାକ୍ତରଖାନା ପରେ ମେଡିକାଲ କଲେଜ

ରୋଗୀସେବା ସୁବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଲେ ମନ୍ତ୍ରୀ୭ମେଡିକାଲ କଲେଜର ଅଧକ୍ଷ ଓ ଅଧୀକ୍ଷକଙ୍କ ସହ ଆଲୋଚନା ଭୁବନେଶ୍ୱର: ସିଡିଏମଓ ସମ୍ମିଳନୀରେ ଡାକ୍ତରଖାନା ସ୍ଥିତି ସୁଧାରିବା ପାଇଁ ତନାଘନା କରିବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନଜର ମେଡିକାଲ କଲେଜ ଉପରେ ପଡିଛି।

ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବଢିବ

ସିଡିଏମ୍‍ଓ ସମ୍ମିଳନୀ ଶେଷଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣାସିଡିଏମ୍‍ଓମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଭୁବନେଶ୍ୱର: ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ ।

ଭିଜନ୍ -୨୦୨୫ ଖୁବ୍ ଶୀଘ୍ର ,୧୦୦ ଦିନ ପାଇଁ ଯୋଜନା

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱର: ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ରବର୍ତନ ସହିତ ଖୁବ ଶୀଘ୍ର ଭିଜନ୍ - ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ