ଧଳା ଛଉ ବା ଭିଟିଲିଗୋ ହୁଏ କାହିଁକି?
ଧଳା ଛଉକୁ ଭିଟିଲିଗୋ ବା ଲିଉକୋଡର୍ମା ବୋଲି କୁହାଯାଏ । କୁଷ୍ଠ ରୋଗରେ ଦେଖା ଯାଉଥିବା ଛଉ ସାଧାରଣତଃ ବଦାମୀ ରଙ୍ଗର ବା ମଇଳା ଏବଂ ଛଉ ସ୍ଥାନରେ ସ୍ପର୍ଶ ବାରି ହୁଏନି କି ଯନ୍ତ୍ରଣା ଅନୁଭବ କରି ହୁଏନି । କେତେକ ପ୍ରକାରର କବକ ସଂକ୍ରମଣ ଯୋଗୁଁ ମୁହଁ,ଛାତି,ପେଟ,ପିଠିରେ ମଧ୍ୟ ଛଉ ଦେଖାଦିଏ!-->!-->!-->…