ଅଗଷ୍ଟ ୮ରେ କୋଟିଏ ୪୨ଲକ୍ଷରୁ ଅଧିକ ପିଲାଙ୍କୁ କୃମି ଔଷଧ
ଭୁବନେଶ୍ୱର, ୧୨/୭: ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିସନର ତଥା ଶାସନ ସଚିବ
ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ!-->…