ପରିବାର ନିୟୋଜନରେ ସଫଳତା : ଜାତୀୟ ହାର ଠାରୁ ଓଡ଼ିଶା ଆଗରେ
ଭୁବନେଶ୍ୱର: ସମଗ୍ର ଦେଶରେ ଦମ୍ପତ୍ତି ପିଛା ହାରାହାରି ସନ୍ତାନ ସଂଖ୍ୟା (ଟୋଟାଲ ଫର୍ଟିଲିଟି ରେଟ୍) ୨.୨ ରହିଥିବାବେଳେ ସଫଳ ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଗୁଁ ଆମ ରାଜ୍ୟରେ ତାହା ୧.୯ ରେ ପହଞ୍ଚି ପାରିଛି । ସେହିଭଳି ପରିବାର ନିୟୋଜନର ଆବଶ୍ୟକତା ଓଡିଶାରେ ୧୬ ପ୍ରତିଶତରୁ ହ୍ରାସ ପାଇ!-->…