ଯନ୍ତ୍ରଣାର ନାମ ହେପାଟାଇଟସ୍-ବି
ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ସମ୍ପ୍ରତି ହେପାଟାଇଟସ୍-ବି ସମସ୍ତଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଏହି ସଂକ୍ରାମକ ରୋଗଟି ହେପାଟାଇଟସ୍-ବି ନାମକ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଣିଷର ଯକୃତର କୋଷିକା ନଷ୍ଟ ହେବା!-->!-->!-->…