Yearly Archives

2019

ଶିଶୁ ଓ ବୟସ୍କଙ୍କ ପାଇଁ ନିମୋନିଆ ବିପଦ

ଅନିୟମିତ ମୈାସୁମୀ ଏବଂ ବାରମ୍ୱାର ପାଗ ପରିବର୍ତ୍ତନ ଛୋଟ ପିଲାଙ୍କ ଶ୍ୱସନ ତନ୍ତ୍ରରେ ଭୀଷଣ ବିଶୃଙ୍ଖଳା ସୃଷ୍ଟି କରେ । ୫ବର୍ଷ ବୟସରୁ କମ୍‍ ଶିଶୁମାନେ ଥଣ୍ଡା,କାଶ ଓ ଭୂତାଣୁ ସଂକ୍ରମଣର ଶିକାର ହୋଇଥାନ୍ତି । ଶ୍ୱସନ ତନ୍ତ୍ରର ପ୍ରଥମ ଭାଗରେ ଭୂତାଣୁ ବା ଇନ୍‍ଫ୍ଲୁଏନ୍‍ଜା ସଂକ୍ରମଣ ହେଲେ ପିଲା

ଘିକୁଆଁରିର ଔଷଧୀୟ ଗୁଣ

ଘିକୁଆଁରି ଏକ ମାଂସାଳ ପତ୍ରଧାରୀ ଗୁଳ୍ମ । ଏହି ଗଛର ମୂଳରୁ ମାଂସାଳ ପତ୍ର ସବୁ ବାହାରି ଥାଏ । ରୋଗ ଉପଶମ ପାଇଁ ଏହା ଅବ୍ୟର୍ଥ ଔଷଧ ଅଟେ । ମୁଣ୍ଡ ବ୍ୟଥା- ଏହି ପତ୍ରରେ ଥିବା ଲାଳୁଅା ରସକୁ ମୁଣ୍ଡରେ ଘସିଲେ ମୁଣ୍ଡ ଗରମ,ମୁଣ୍ଡରୁ ହୁଳା ବାହାରିବା,ମୁଣ୍ଡ ବୁଲାଇ ହେବା ସମସ୍ତ ବିକାର ଅବସାନ

ଧଳା ଛଉ ବା ଭିଟିଲିଗୋ ହୁଏ କାହିଁକି?

ଧଳା ଛଉକୁ ଭିଟିଲିଗୋ ବା ଲିଉକୋଡର୍ମା ବୋଲି କୁହାଯାଏ । କୁଷ୍ଠ ରୋଗରେ ଦେଖା ଯାଉଥିବା ଛଉ ସାଧାରଣତଃ ବଦାମୀ ରଙ୍ଗର ବା ମଇଳା ଏବଂ ଛଉ ସ୍ଥାନରେ ସ୍ପର୍ଶ ବାରି ହୁଏନି କି ଯନ୍ତ୍ରଣା ଅନୁଭବ କରି ହୁଏନି । କେତେକ ପ୍ରକାରର କବକ ସଂକ୍ରମଣ ଯୋଗୁଁ ମୁହଁ,ଛାତି,ପେଟ,ପିଠିରେ ମଧ୍ୟ ଛଉ ଦେଖାଦିଏ

ପ୍ରାତଃ ଭୋଜନ ଶରୀର ପାଇଁ ନିହାତି ଜରୁରୀ

ବର୍ତ୍ତମାନ ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ ଖାଦ୍ୟ ରୁଚି ବଦଳିଛି । ଅଧିକାଂଶ ଲୋକଙ୍କ ସମସ୍ୟା ହେଉଛି ଖାଇବାକୁ ନେଇ । ଶାସ୍ତ୍ରରେ ଲେଖା ଅଛି ଶରୀର ମାଧ୍ୟମଂ ଖଳୁଧର୍ମ ସାଧନମ୍‍ । ସାଧାରଣ ଦେଖାଯାଏ ପ୍ରାତଃ ଭୋଜନକୁ ସାଧାରଣରେ ଲୋକମାନେ ଗୁରୁତ୍ୱ ଦେଇ ନଥାନ୍ତି । ଯାହା ମିଳିଲା ଖାଇ

ରୋଗୀଙ୍କ ଠାରୁ ଏଣିକି ମତାମତ ସଂଗ୍ରହ ହେବ

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀମାନେ କିଭଳି ସେବା ପାଉଛନ୍ତି କର୍ତ୍ତୃପକ୍ଷ ଟେଲିଫୋନ୍‍ ମାଧ୍ୟମରେ ତାହା ରୋଗୀଙ୍କ ଠାରୁ ସିଧାସଳଖ ବୁଝିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସମ୍ମିଳନୀ ଉଦଘାଟନ ଅବସରରେ ଏହି

ଟ୍ରମା କେୟାର ଓ ଲିଭର ପ୍ରତିରୋପଣ ଖୁବ୍‍ଶୀଘ୍ର

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ଉକ୍ତ ହସ୍ପିଟାଲର ବିଭିନ୍ନ ବିଭାଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଟକ

ଜୀବନ ନେଇଯାଇପାରେ ସିଲଭର୍‍ କିଲର୍‍, କେମିତି ଜାଣନ୍ତୁ?

ଡାକ୍ତର ସତ୍ୟନାରାୟଣ ବେହେରା ଘରେ ଅାମେ ଥର୍ମୋମିଟର ରଖିଥାଉ । ସମୟେ ସମୟେ ଅସାବଧାନତା ହେତୁ ଏହା ଭାଙ୍ଗିଯାଏ । ଏଥିରେ ଥିବା ମର୍କ୍ୟୁରି (ପାରଦ) ପ୍ରତି ଅାମେ ଗୁରୁତ୍ୱ ଦେଇ ନଥାଉ । ଏଣେ ତେଣେ ଫିଙ୍ଗି ଦେଉ କିମ୍ୱା ଡଷ୍ଟବିନରେ ପକାଇଦେଉ । କିନ୍ତୁ ପାରଦକୁ ଏମିତି ଫିଙ୍ଗି ଦେବା ଖୁବ୍‍

ତତ୍କାଳ ଯକ୍ଷ୍ମା ଚିହ୍ନଟ ପାଇଁ ଭ୍ରାମ୍ୟମାଣ ଯାନ

ଭୁବନେଶ୍ୱର: ଯକ୍ଷ୍ମା ରୋଗୀଙ୍କ ବାସ୍ତବ ସଂଖ୍ୟା ଜାଣିବାପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପରୀକ୍ଷା ବ୍ୟବସ୍ଥା । ଏହି ଗାଡିକୁ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ କାଉନସିଲ

୫୦୦ ପିଲାଙ୍କ ହୃଦରୋଗ ଚିହ୍ନଟ ପାଇଁ କସରତ ଆରମ୍ଭ

ଭୁବନେଶ୍ୱର: ଛୋଟ ଛୋଟ ପିଲାଙ୍କ ହୃଦରୋଗ ସମସ୍ୟାର ପରୀକ୍ଷା ନିରୀକ୍ଷା ସହିତ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ଲାଗି ଆୟୋଜିତ ଦୁଇ ଦିନିଆ ପରୀକ୍ଷା ଶିବିରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଉଦ୍‍ଘାଟନ କରିଛନ୍ତି । ରାଜଧାନୀର ଖାରବେଳ ନଗରସ୍ଥିତ

୨୦୩୦ ସୁଦ୍ଧା ଏଡସ୍‍ ବିଲୋପ ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ଆଗାମୀ ୨୦୩୦ ସୁଦ୍ଧା ଏଡସ ବିଲୋପ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି । ଆଜି ଓଡିଶା ରାଜ୍ୟ ଏଡସ୍